ଆଜିର ଖବର ବିଜେପିରେ ସାମିଲ ହେଲ ପ୍ରଧାନମନ୍ତ୍ରୀଙ୍କ ବିଶ୍ଵସ୍ତ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଲକ୍ଷ୍ନୌ: ଗୁଜୁରାଟ କ୍ୟାଡେରର ପୂର୍ବ ଆଇଏସ ଅଧିକାରୀ ଅରବିନ୍ଦ କୁମାର ଶର୍ମା ରାଜନୀତିରେ ପାଦ ଦେଇଛନ୍ତି। ଅରବିନ୍ଦ ଶର୍ମା ଆଜି ଲକ୍ଷ୍ନୌରେ ବିଜେପିରେ ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶର…