ଆଜିର ଖବର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯାେଗରେ ଗିରଫ ହେଲେ R&B ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଭୁବନେଶ୍ୱର: ସରକାରୀ ପଦବୀର ଦୁରୁପଯୋଗ କରି ବିପୁଳ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଗିରଫ ହୋଇଛନ୍ତି ବେତନଟୀ R&B (ରାସ୍ତା ଓ…