ବିଶେଷ ଖବର ସୋସିଆଲ ମିଡିଆରେ ବାତ୍ୟା ସମ୍ପର୍କିତ ମନଗଢ଼ା ତଥ୍ୟ ଓ ଗୁଜବ ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଟବ’କୁ ନେଇ ପ୍ରଶାସନସ୍ତରରେ ପ୍ରସ୍ତୁତି ମଧ୍ୟରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାତ୍ୟା ଓ ପ୍ରତିକୂଳ ପାଗକୁ ନେଇ…