ଅପରାଧ ଶାବଳରେ ପିଟି ପିଟି ବୃଦ୍ଧକୁ ମାରିଲା ବୃଦ୍ଧ: ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ କିସିଣ୍ଡା ଥାନା ମଙ୍ଗଳପୁର ଗ୍ରାମରେ ଜନୈକ ବୃଦ୍ଧ କୌଣସି କାରଣକୁ ନେଇ ଜଣେ ବୃଦ୍ଧକୁ ଶାବଳରେ ପିଟି ପିଟି ହତ୍ୟା…