ଜାତୀୟ ଖବର ଭାଷା କେବଳ ଏକ ସଞ୍ଚାରର ମାଧ୍ୟମ ନୁହେଁ, ଭାଷା ସଭ୍ୟତା ଓ ସଂସ୍କୃତିର ଆତ୍ମା: ପ୍ରଧାନମନ୍ତ୍ରୀ ଦିଲ୍ଲୀ: ନୂଆଦିଲ୍ଲୀର ବିଜ୍ଞାନଭବନରେ ଆଜି ଆନ୍ତର୍ଜାତିକ ଅଭିଧମ୍ମ ଦିବସ ଏବଂ ପାଲିକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି।…