ଆଞ୍ଚଳିକ ଆନ୍ଧ୍ରାରୁ ନିରାଶରେ ଫେରିଲେ ଠକେଇରେ ଶିକାର ହୋଇଥିବା ଚିଲିକା ଅଞ୍ଚଳର ୭୮ ଶ୍ରମିକ: କାର୍ଯ୍ୟାନୁଷ୍ଠାନ ଦାବି ଚିଲିକା (ସୀତାରାମ ଅଗ୍ରୱାଲ): ଗତକାଲି ରାତିରେ ବିଦେଶ ଯିବା ବାହାନାରେ ବାଲୁଗାଁ-ବାଣପୁର ଅଞ୍ଚଳର ୭୮ ଜଣ ଶ୍ରମିକ ଠକେଇର ଶିକାର ହୋଇ ନିଜ ଭିଟାମାଟିକୁ ନିରାଶରେ ଫେରିଛନ୍ତି।…