ଅନ୍ତରାଷ୍ଟ୍ରୀୟ ଆନ୍ନେ କାର୍ସନଙ୍କୁ ସାହିତ୍ୟରେ ନୋବେଲ୍ ନୂଆଦିଲ୍ଲୀ: କାନାଡ଼ାର କବି ତଥା ଲେଖକ ଆନ୍ନେ କାର୍ସନଙ୍କୁ ମିଳିବ ନୋବେଲ ପୁରସ୍କାର। ୨୦୨୬ ବର୍ଷ ପାଇଁ କାର୍ସନଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି।…