ଖେଳ ସାଇଡ୍ ଷ୍ଟ୍ରେନ୍ ଆଘାତ ଯୋଗୁଁ ଆଫଗାନିସ୍ତାନ ସିରିଜ୍ରୁ ବାଦ୍ ପଡ଼ିଲେ ବରୁଣ ଚକ୍ରବର୍ତ୍ତୀ ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ସ୍ପିନର୍ ବରୁଣ ଚକ୍ରବର୍ତ୍ତୀ ପୁନର୍ବାର ଆହତ ହୋଇ ଚଳିତ ଆଫଗାନିସ୍ତାନ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କର ‘ସାଇଡ୍ ଷ୍ଟ୍ରେନ୍’ ଜନିତ ସମସ୍ୟା…