Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରେ ସଂକ୍ରମଣ ହେଲେ ବଲିଉଡ୍ ସୁପର ଷ୍ଟାର ଆମିର ଖାନ

ମୁମ୍ବାଇ: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢିଚାଲିଛି। ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ତାରକା କରୋନା ସଂକ୍ରମଣ ହୋଇଛନ୍ତି। ଏବେ ଅଭିନେତା ଆମିର ଖାନ କରୋନାରେ ସଂକ୍ରମଣ ହୋଇଛନ୍ତି। ସଂକ୍ରମଣ ହେବା ପରେ ଆମିର ଘରେ କ୍ଵାରେଣ୍ଟିନରେ ଅଛନ୍ତି।