ଆଜିର ଖବର ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ ଭୁବନେଶ୍ୱର: ଆଇନଗତ ଉତ୍ତରାଧିକାରୀ ପ୍ରମାଣପତ୍ର (ଲିଗାଲ ହେୟାର ସାର୍ଟିଫିକେଟ୍) କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ୟୁନିଟ୍-୬ କେଶରୀ ନଗର…