ଆଞ୍ଚଳିକ ଗୋଦାବରୀଶ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ଶାନ୍ତି ଦିବସ ପାଳିତ ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ସକାଳ ୧୦.୩୦ ସମୟରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ବରେ ରୋଭର, ରେଞ୍ଜର ମାନଙ୍କ ଦ୍ୱାରା ଏକ ଆନ୍ତର୍ଜାତୀୟ ଶାନ୍ତି…