ଅନ୍ତରାଷ୍ଟ୍ରୀୟ ୮ ମାସ ପରେ ଖୋଲିଲା ହର୍ମୁଜ୍ ପ୍ରଣାଳୀ: ଭାରତ, ଚୀନ୍, ଇରାକ ଓ କତାର ପାଇଁ ମାର୍ଗ ଉନ୍ମୁକ୍ତ କଲା ଇରାନ୍ ନୂଆଦିଲ୍ଲୀ: ପ୍ରାୟ ୮ ମାସର କଟକଣା ପରେ ଭାରତୀୟ ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରିବା ପାଇଁ ଇରାନ ଅନୁମତି ପ୍ରଦାନ କରିଛି। ଗତ ଫେବୃଆରୀ…