ବିଶେଷ ଖବର ପ୍ରଧାନମନ୍ତ୍ରୀ ଆବାସ ବିଲ୍ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନାଗଡ଼ ଏନ୍ଏସିର ଏମ୍ଆଇଏସ୍ ଆସିଷ୍ଟାଣ୍ଟ୍ ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ କାରବାର ବିରୋଧରେ ଭିଜିଲାନ୍ସ ବିଭାଗର ଅଭିଯାନ ତୀବ୍ର ହୋଇଥିବା ବେଳେ ଆଜି ପୁଣି ଜଣେ ସରକାରୀ କର୍ମଚାରୀ ଲାଞ୍ଚ ନେବା ମାମଲାରେ…