Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଖୁସି ଖବର: ଆଜିଠୁ କମିଲା ଏଲପିଜି ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଆଜି ସାଧାରଣ ଜନତାଙ୍କ ପାଇଁ ଖୁସି ଖବର ମିଳିଛି। ଆଜି ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ ଘଟିଛି। ଆଜିଠାରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୯୧.୫୦ ଟଙ୍କାକୁ ହ୍ରାସ ପାଇଛି। କିନ୍ତୁ ଘରୋଇ ଏଲପିଜି ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

କ୍ରମାଗାତ ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ସାଧାରଣ ଜନତା ଚିନ୍ତାରେ ଥିଲେ। ଗତ ମାର୍ଚ୍ଚ ୧ ତାରିଖରେ ବ୍ୟବସାୟିକ ସିଲିଣ୍ଡରର ଦାମ ୩୫୦ ଟଙ୍କା ୫୦ ପଇସା ବଢିଥିଲା।