ଆଞ୍ଚଳିକ ବାଲୁଗାଁ ଏଲ୍ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ ବାଲୁଗାଁ: ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଶାଖା କାର୍ଯ୍ୟାଳୟ ଠାରେ ଲିୟାଫି ସଂଘର ୬୨ତମ ପ୍ରତିଷ୍ଠା ଦିବସ ସହିତ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ…