ଅନ୍ତରାଷ୍ଟ୍ରୀୟ ଆଜି ଏସିଆନ୍ ଗେମ୍ସ ଉଦ୍ଘାଟନୀ : ମନୁ ଓ ତଜିନ୍ଦରପାଲ୍ ସିଂହ ତୁର୍ ଭାରତର ଧ୍ୱଜାବାହକ ନାଗୋୟା: ଜାପାନର ନାଗୋୟାସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମ୍ରେ ଆଜି ୨୦୨୬ ଏସିଆନ୍ ଗେମ୍ସର ଭବ୍ୟ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଦୁଇଥରର ଅଲିମ୍ପିକ୍…