ଓଡ଼ିଶା ସୂଚନା ସେବା(ଓଆଇଏସ୍‌)

ଭୁବନେଶ୍ୱର: ‘ଆମର ଯୋଗାଯୋଗ ଶୈଳୀ ସବୁବେଳେ ତିନୋଟି ପ୍ରମୁଖ ନୀତି ଉପରେ ପର୍ଯ୍ୟବେସିତ ହେବା ଉଚିତ୍‌। ସେଗୁଡ଼ିକ ହେଲା ତଥ୍ୟଗତ ସଠିକତା, ସମୟୋପଯୋଗୀ ଦ୍ରୁତତା(ଶୀଘ୍ର) ଏବଂ ସରଳତା।…