Categories
ଫଟୋ ଖବର

ବର୍ଷାରେ ଓଦା ହୋଇପଡିଥିବା ବହିଖାତାକୁ ଶୁଖାଉଛନ୍ତି କୋଲକାତାର ଏକ ବହି ଦୋକାନୀ

କୋଲକାତା, ଗତ ଅମ୍ଫାନ ବାତ୍ୟାରେ ଯେପରି ବର୍ଷା ହେଲା ସେଥିରେ ଅନେକ କ୍ଷୟକ୍ଷତି ଘଟିଯାଇଛି। ସେହିପରି ବହି ଦୋକାନୀମାନେ ମଧ୍ୟ ଏହି କ୍ଷତିର ସମ୍ମୁଖୀନ ହୋଇଛନ୍ତି। କାରଣ ଲଗାତର ବର୍ଷା ଯୋଗୁଁ ଛୋଟଛୋଟ ବହି ଦୋକାନରେ ପାଣି ପଶିଯାଇଛି। ଏପରି ପରିସ୍ଥିତିରେ କୋଲକାତାର ଏକ ବହି ଦୋକାନୀ ବର୍ଷା ଛାଡିଯିବା ପରେ ଓଦା ବହିକୁ ଶୁଖାଉଛନ୍ତି।