ଆଜିର ଖବର ଓମଫେଡ୍ ଗ୍ରାହକଙ୍କୁ ଝଟକା, ୪ ଟଙ୍କା ଯାଏ ବଢ଼ିବ କ୍ଷୀର ଦର ଭୁବନେଶ୍ୱର: ଅକ୍ଟୋବର ଆରମ୍ଭରୁ ରାଜ୍ୟରେ ଓମଫେଡ୍ କ୍ଷୀର ମହଙ୍ଗା ହେବ। ଆସନ୍ତା ଅକ୍ଟୋବର ୪ ତାରିଖରୁ ବିଭିନ୍ନ ପ୍ରକାରର ଓମଫେଡ୍ କ୍ଷୀରର ଦର ବୃଦ୍ଧି ପାଇବ। କ୍ଷୀରର…