ଆଜିର ଖବର ଖୁବ୍ଶୀଘ୍ର ବଜାରକୁ ଆସିବ ‘ଓମ୍ଫେଡ୍’ ପାଣି ଓ ଆଇସକ୍ରିମ୍: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଭୁବନେଶ୍ୱର: ରାଜ୍ୟରେ ନିଜର ଉତ୍ପାଦନ କ୍ଷମତା ଓ ସେବା ବୃଦ୍ଧି ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ‘ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ସଂଘ’ (ଓମ୍ଫେଡ୍)।…