ଆଜିର ଖବର ଉଦ୍ଧାର ବେଳେ ଓଲଟିଲା ଦମକଳ ବୋଟ: ନଦୀ ପାରିରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ଗର୍ଭବତୀ ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଉପାନ୍ତ ତଡ଼ମା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁଁ ଗାଁ କଡ଼ରେ…