ଆଜିର ଖବର ଜାଗର ଯାତ୍ରା ପାଇଁ କଟକଣା ଜାରି: ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଜାଗର ଯାତ୍ରା ପାଳନ କରାଯାଉଛି। ସେଥିପାଇଁ ଓଡିଶାରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରାଯାଇଛି। ମନ୍ଦିର ପରିସରରେ କିମ୍ବା ମନ୍ଦିର…