Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ସହରରୁ ଆଜି ଆଉ 51 କରୋନା ଆକ୍ରାନ୍ତ ଚିହ୍ନଟ

କଟକ, କଟକ ସହରରୁ ଆଜି ଆଉ 51 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 40 କ୍ବାରେଣ୍ଟିନ ଏବଂ 11 ଲୋକାଲ କଣ୍ଟାକ୍ଟ କେସ୍ ରହିଥିବା ସୂଚନା ମିଳିଛି। ସେକ ବଜାରରୁ ଆଉ 6 କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୁଣା ରାଉସାପାଟଣାରୁ 6, ଦେଉଳସାହି ଶିବାଜୀନଗରରୁ 6, ତେଲେଙ୍ଗାବଜାରରୁ 3, ଶଙ୍କରପୁରରୁ 2 ଏବଂ କୋରପୋଖରୀରୁ 2 ଜଣ ଚିହ୍ନଟ ହୋଇଛନ୍ତି।