Categories
ଫଟୋ ଖବର

କଟକରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଜବରଦଖଲକାରୀଙ୍କୁ ହଟାଇବା କାମ ଆରମ୍ଭ କରିଛି ପୋଲିସ

କଟକରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଉଠା ଦୋକାନୀଙ୍କୁ ହଟାଇବା କାମ ଆରମ୍ଭ କରିଛି ପୋଲିସ।