ଆଜିର ଖବର ୨ କଲରାପତରିଆ ଛାଲ ଜବତ, ୬ ଗିରଫ ଭୁବନେଶ୍ବର: ଗଜପତି ଜିଲ୍ଲାରେ ଦୁଇ ପୃଥକ ସ୍ଥାନରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨ଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ୬ଜଣଙ୍କୁ ଗିରଫ…