ଅପରାଧ ରାଜଧାନୀରେ ପୁଣି ଗ୍ୟାଙ୍ଗ୍ ଆତଙ୍କ! ଖଣ୍ଡାରେ ହାଣିଲେ, ବାଇକ୍ ଓ ଅଟୋ ଭାଙ୍ଗିଲେ ଭୁବନେଶ୍ୱର: ରାଜଧାନୀରେ ପୁଣି ଖଣ୍ଡା ବୁଲିଲା। ଦିନକୁ ଦିନ ଅପରାଧୀଙ୍କ ଦୁଃସାହସ ବଢ଼ୁଥିବା ବେଳେ ଏବେ ଖୋଦ୍ ରାଜଧାନୀର ଏକ ବସ୍ତିରେ ଖଣ୍ଡାଧାରୀ ଯୁବକଙ୍କ ଆତଙ୍କ ଦେଖିବାକୁ…