ଆଜିର ଖବର କଟକରେ ମହିଳାଙ୍କୁ ବିଭତ୍ସ ହତ୍ୟା: ମୁଣ୍ଡ ଲଣ୍ଡା କରି ଇଟାରେ ଛେଚିଲେ ଦୁର୍ବୃତ୍ତ କଟକ: କଟକ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ ଜଣେ ଅଜଣା ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ମୁଣ୍ଡ ଓ ମୁହଁକୁ ଇଟାରେ…