ଅପରାଧ ଗିରଫ ହେଲା କାନପୁର ହିଂସାର ମାଷ୍ଟରମାଇଣ୍ଡ: ୫୦୦ ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ଲକ୍ଷ୍ନୌ: କାନପୁରରେ ଶୁକ୍ରବାର ନମାଜ ବେଳେ ଆରମ୍ଭ ହୋଇଥିବା ହିଂସା ସଂପର୍କରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜାଫର ହାୟତଙ୍କୁ…