ଅପରାଧ ଆସାମରେ ୭ କୋଟି ମୂଲ୍ୟର ହେରୋଇନ ଜବତ, ୩ ଗିରଫ କାର୍ବି ଆଙ୍ଗ୍ଲୋଙ୍ଗ: ଆସାମର କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାରେ ୭ କୋଟି ଟଙ୍କା ମୂଲ୍ୟର ହେରୋଇନ ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀମାନେ ଗୁରୁବାର ଏହି…