ଅପରାଧ ବ୍ରହ୍ମଗିରିରେ ଗୁଳିକାଣ୍ଡ: ପାରିବାରିକ ବିବାଦରୁ ସମ୍ପର୍କୀୟ ଭାଇଙ୍କୁ ଗୁଳିମାଡ଼, ଗୁରୁତର ଯୁବକ ଭୁବନେଶ୍ୱର ସ୍ଥାନାନ୍ତର ପୁରୀ: ପାରିବାରିକ ବିବାଦକୁ କେନ୍ଦ୍ର କରି ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ। ବ୍ରହ୍ମଗିରି ଥାନା ଅଧୀନ କାଳିକାବାଡି ଗାଁରେ ଘଟିଥିବା ଏହି ଘଟଣାରେ ଜଣେ ଯୁବକ ଗୁରୁତର…