ଆଜିର ଖବର ବିଜୟଲକ୍ଷ୍ମୀଙ୍କ ଗଳ୍ପପୁସ୍ତକ “କେରାଏ ଦୁବ ଅରାଏ ଆକାଶ” ଉନ୍ମୋଚିତ ବାଣପୁର: ସକଳ କଥା କବିତା ଭାଷା ସାହିତ୍ୟର ସ୍ରଷ୍ଟା ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ନେତ୍ରୋତ୍ସବ ନବଯୌବନ ଦର୍ଶନ ସହିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିର…