ଆଜିର ଖବର ଅନ୍ତର୍ଜାତୀୟ ଫୁଟବଲରୁ ସନ୍ୟାସ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ ନୂଆଦିଲ୍ଲୀ: କିମ୍ବଦନ୍ତି ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରୁ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୨୩ ବର୍ଷ ଧରି ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ଆଞ୍ଚଳିକ…