ଆଜିର ଖବର ଖଜୁରିଆପଡ଼ାରେ ଏସଟିଏଫ ର ଚଢାଉ: ବାଘ ଛାଲ ଜବତ, ଦୁଇ ଗିରଫ କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରିଆପଡ଼ା ଥାନା ଅଞ୍ଚଳରେ ଚଢ଼ାଉ କରି ଏସଟିଏଫ ବାଘ ଛାଲ ଜବତ କରିଛି। ଏଥିରେ ଦୁଇ ଜଣ ବନ୍ୟଜନ୍ତୁ ଶିକାରୀକୁ ଏସଟିଏଫ ଗିରଫ…