ଆଜିର ଖବର ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରାସ୍ତା କଡ଼ରେ ଠେଲା ଗାଡିରୁ ଖବରକାଗଜରେ ଗୁଡ଼ାଇ ଗରମ ଆଳୁ ଚପ, ବରା, ସିଙ୍ଗଡା, ପକୁଡି ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି,…