ଆଜିର ଖବର ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ ନୟାଗଡ (ସୁଧିର କୁମାର ଦାସ): ନୟାଗଡ ଜିଲ୍ଲା ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଗୁଡୁପାଙ୍ଗି ଗ୍ରାମରେ ଓଡିଶା ପାନୀୟ ଜଳ ଯୋଜନା ଅଧିନରେ ପ୍ରତ୍ୟେକ ଘର ଆଗରେ ପାଣି…