Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ
ଆଜିର ଖବର

ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ

July 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ
ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ

ନୟାଗଡ (ସୁଧିର କୁମାର ଦାସ): ନୟାଗଡ ଜିଲ୍ଲା ମାଳିସାହି ପଞ୍ଚାୟତ ଅନ୍ତର୍ଗତ ଗୁଡୁପାଙ୍ଗି ଗ୍ରାମରେ ଓଡିଶା ପାନୀୟ ଜଳ ଯୋଜନା ଅଧିନରେ ପ୍ରତ୍ୟେକ ଘର ଆଗରେ ପାଣି ଟ୍ୟାପ ସଂଯୋଗ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେଗୁଡିକ ଅଚଳ ଓ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ଫଳରେ ଗ୍ରାମବାସୀମାନେ ବାଧ୍ୟ ହୋଇ ନଳକୂପ ପାଣି ଉପରେ ନିର୍ଭର
କରୁଛନ୍ତି।

ସୂଚନା ଅନୁଯାୟୀ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଧେଶ୍ୟରେ ଏହି ପ୍ରକଳ୍ପ ଅଧୀନରେ ପ୍ରତ୍ୟେକ ଘରକୁ ପାଣି ସଂଯୋଗ କରାଯାଇଥିଲା। କିନ୍ତୁ ପ୍ରକଳ୍ପଟି କାର୍ଯ୍ୟକାରୀ ନ ହେବାରୁ ଟ୍ୟାପ ଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇ ପାରିନାହିଁ।

ଅନେକ ଜାଗାରେ ଟ୍ୟାପ ଭାଙ୍ଗି ଯାଇଥିବା ବା ଅଚଳ ଅବହେଳିତ ଅବସ୍ଥାରେ ପଡିରହିଥିବାର ଦେଖିବାକୁ ମିଳୁଛି। ଗ୍ରାମବାସୀ କହିବା ଅନୁଯାଇ ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ
କୌଣସି ସ୍ଥାୟୀ ସମାଧାନ ହୋଇନାହିଁ? ସମ୍ପୃକ୍ତ ବିଭାଗ ଅଧିକାରୀ ବା ଜଳ ପ୍ରତିନିଧି ଅଧିକାରୀମାନେ ମଧ୍ୟ ସ୍ଥଳ
ପରିଦର୍ଶନ କରି ପ୍ରକଳ୍ପ ସମସ୍ୟା କରିନଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ଶୀଘ୍ର ଅଚଳ ଜଳଯୋଗାଣ ବ୍ୟବସ୍ଥା ମରାମତି କରି ପ୍ରକଳ୍ପକୁ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗ ନିକଟରେ ଦାବି କରିଛନ୍ତି।

ଗୁଡୁପାଙ୍ଗି ଗ୍ରାମ ଜଳ ଯୋଗାଣ ପ୍ରକଳ୍ପ ନୟାଗଡ଼ ଜିଲ୍ଲା ମାଳିସାହି ପଞ୍ଚାୟତ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ

July 19, 2026

ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

July 19, 2026

କାର ସହ ୧୮୬ କେଜି ଗଂଜେଇ ଜବତ: ମାଫିଆ ଫେରାର

July 19, 2026

ବାଲୁଗାଁରେ ଉଦଘାଟିତ ହେଲା ନୂଆ ସିନେମା ହଲ ଜଗଦମ୍ବା, ମନ୍ତ୍ରୀ ପୃଥ୍ବୀରାଜ କଲେ ଉଦଘାଟନ

July 19, 2026
Latest News

ବ୍ୟର୍ଥ ଗଲା ରୋହିତ ଶର୍ମାଙ୍କ ଶତକୀୟ ପାଳି: ଲର୍ଡସରେ ବିଜୟ ସହିତ ସିରିଜ ଜିତିଲା ଇଂଲଣ୍ଡ

July 20, 2026

ଗୁହାରି କାର୍ଯ୍ୟକ୍ରମର ଦ୍ବିତୀୟ ସଂଧ୍ୟା, ମନମୋହିଲା ଜଗନ୍ନାଥ ସଂଗୀତ ସହିତ ଚିତ୍ରକଳା ପ୍ରଦର୍ଶନୀ

July 19, 2026

ବଡ଼ମାଳରେ ଡିଗ୍ରୀ କଲେଜ ସ୍ଥାପନ ପାଇଁ ସାଧାରଣ ସଭା

July 19, 2026

କାର ସହ ୧୮୬ କେଜି ଗଂଜେଇ ଜବତ: ମାଫିଆ ଫେରାର

July 19, 2026

ଗୁଡୁପାଙ୍ଗି ଗ୍ରାମରେ ଅଚଳ ଜଳ ଯୋଗାଣ ପ୍ରକଳ୍ପ: ନଳକୂପ ଭରସାରେ ଗ୍ରାମବାସୀ

July 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.