ଆଜିର ଖବର ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ ପୁରୀ: ଆଜି ପବିତ୍ର ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥି। ଏହି ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଅବସରରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ନିଷ୍ଠା ଓ ପରମ୍ପରା ସହ ପାଳିତ ହେଉଛି ‘ରାଧାଷ୍ଟମୀ’।…