ରାଜ୍ୟ ଖବର ଚାଲାଣ ଆଦାୟ ୨୬୪ କୋଟି ପାର: ସଡ଼କ ସୁରକ୍ଷା ଓ ବ୍ଲାକ ସ୍ପଟ ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ ବାବଦରେ ମୋଟ ଆଦାୟ, ସଡ଼କ ସୁରକ୍ଷା ପାଣ୍ଠିର ବିନିଯୋଗ ଏବଂ ଜାତୀୟ ଓ ରାଜ୍ୟ ରାଜପଥରେ ଅତ୍ୟାଧୁନିକ ଟ୍ରାଫିକ…