ଆଜିର ଖବର ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଭୁବନେଶ୍ବର: ଚିଲିକା ନିର୍ବାଚ଼ନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶଙ୍କର ପାଇକରାୟ ଅସୁସ୍ଥ ହୋଇ ଭୁବନେଶ୍ବରର ଏମ୍ସ ରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧିନ ଥିବା ଖବର ପାଇ…