ଆଜିର ଖବର କ୍ୟାମ୍ପସରେ ପୁଣି ବାଜିଲା ନିର୍ବାଚନୀ ବିଗୁଲ୍: କିଏ ହେବ ଛାତ୍ରନେତା? ୧୫ରେ ହେବ ଫଇସଲା ଭୁବନେଶ୍ବର: ଦୀର୍ଘ ଅପେକ୍ଷାର ଅନ୍ତ। କ୍ୟାମ୍ପସରେ ପୁଣି ଶୁଭିଲା ନିର୍ବାଚନର ରଣହୁଙ୍କାର। ଛାତ୍ର ସଂସଦ ନିର୍ବାଚନ ପାଇଁ ଭୁବନେଶ୍ବରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଧିବଦ୍ଧ ଭାବେ…