#ଛାତ୍ରସଂସଦନିର୍ବାଚନ

ଭୁବନେଶ୍ବର: ଦୀର୍ଘ ଅପେକ୍ଷାର ଅନ୍ତ। କ୍ୟାମ୍ପସରେ ପୁଣି ଶୁଭିଲା ନିର୍ବାଚନର ରଣହୁଙ୍କାର। ଛାତ୍ର ସଂସଦ ନିର୍ବାଚନ ପାଇଁ ଭୁବନେଶ୍ବରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଧିବଦ୍ଧ ଭାବେ…