ଆଜିର ଖବର ଭୁବନେଶ୍ବରରେ ଉଦଘାଟିତ ହେଲା ତିନିଦିନିଆ ଜଗନ୍ନାଥ ସଂଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ହେଉଛି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ…