ଆଜିର ଖବର ‘ମୁଁ ହିନ୍ଦୁ’, ଆମର ପୂର୍ବ ପୁରୁଷମାନେ ମୁସଲିମ ଧର୍ମ ଗ୍ରହଣ କରିଥିଲେ: ନିତୀଶ କୁମାରଙ୍କ ମନ୍ତ୍ରୀ ଜମା ଖାନ ପାଟଣା: ଜେଡ଼ିୟୁ ନେତା ତଥା ବିହାରର ସଂଖ୍ୟାଲଘୁ ସଂପ୍ରଦାୟ କଲ୍ୟାଣ ମନ୍ତ୍ରୀ ଜମା ଖାନ ଏକ ବଡ ବୟାନ ଦେଇଛନ୍ତି। ସେ ନିଜକୁ ହିନ୍ଦୁ ବୋଲି କହିଛନ୍ତି।…