ଆଜିର ଖବର ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଟ୍ରେନିଂ ଅଫ୍ ଟ୍ରେନର୍ସ’ କାର୍ଯ୍ୟକ୍ରମ: ବିହାରର ବିଭିନ୍ନ ସରକାରୀ ଆଇଟିଆଇର ୩୪ ପ୍ରଶିକ୍ଷକଙ୍କୁ ତାଲିମ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଟ୍ରେନିଂ ଅଫ୍ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ଏକାଡେମୀ…