Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୧୧ ତାରିଖ: ୧୭୯ ଟ୍ରେନ ବାତିଲ, ୧୫ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୭୯ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୫ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୯ ତାରିଖ: ୧୪୯ ଟ୍ରେନ ବାତିଲ, ୧୩ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୩୬ ଟ୍ରେନ୍ ବାତିଲ କରିଛି। ସେହିଭଳି ୨୩ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୮ ତାରିଖ: ୧୩୬ ଟ୍ରେନ ବାତିଲ, ୧୩ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୩୬ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୩ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୭ ତାରିଖ: ୧୪୮ ଟ୍ରେନ ବାତିଲ, ୧୮ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୫୬ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୭ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଜୁଲାଇ ୪ ତାରିଖ: ୧୩୧ ଟ୍ରେନ ବାତିଲ, ୧୫ ଟିରେ ପଥ ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ପଥ ପରିବର୍ତ୍ତିତ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୩୧ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୫ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆଉ ୧୭୭ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୭୭ ଟ୍ରେନ୍ ବାତିଲ କରିଛି। ସେହିଭଳି ୨୧ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଥିବା ବେଳେ ୧୫ ଟି ଟ୍ରେନକୁ ପୁନଃ ନିର୍ଦ୍ଧାରିତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଆଜି ଆଉ ୧୭୫ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୭୫ ଟ୍ରେନ୍ ବାତିଲ କରିଛି। ସେହିଭଳି ୧୫ ଟି ଟ୍ରେନର ପଥ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟି ଟ୍ରେନକୁ ପୁନଃ ନିର୍ଦ୍ଧାରିତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ୨୦୦ ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୨୧୦ ଟ୍ରେନ୍ ବାତିଲ କରିଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ http://enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ବି ୧୫୦ରୁ ଉର୍ଦ୍ଧ୍ଵ ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଏଭଳି ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୫୭ ଟ୍ରେନ୍ ବାତିଲ କରିଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଆଜି ଆଉ ୧୪୧ ଟି ଟ୍ରେନ ବାତିଲ, ଯାତ୍ରା ପୂର୍ବରୁ ଯାଞ୍ଚ କରନ୍ତୁ ତାଲିକା

ନୂଆଦିଲ୍ଲୀ: ପ୍ରତିଦିନ ରେଳବାଇ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାଏ। ଏଭଳି ପରିସ୍ଥିତିରେ ରେଳବାଇ ମଧ୍ୟ ଯାତ୍ରୀମାନଙ୍କ ସୁବିଧା ପାଇଁ ସମ୍ପୂର୍ଣ୍ଣ ଯତ୍ନ ନିଏ। କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନ୍ ବାତିଲ୍ କରିବା, ପୁନଃ ନିର୍ଦ୍ଧାରଣ କିମ୍ବା ଟ୍ରେନ୍ ବଦଳାଇବାକୁ ପଡେ। ଯାହାଫଳରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ।

ଟ୍ରେନ୍ ବାତିଲ୍, ପୁନଃ ନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି। ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ। ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହି ଝଡ, ବାତ୍ୟା ଭଳି ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ପୁନଃ ନିର୍ଦ୍ଧାରଣ କରିବାକୁ ପଡେ। ଆଜି ରେଳବାଇ ମୋଟ ୧୪୧ ଟ୍ରେନ୍ ବାତିଲ କରିଛି। ତେବେ ଆସନ୍ତୁ ଜାଣିବା ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା…

ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା କିପରି ଯାଞ୍ଚ କରିବେ-

– ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ।

– Exceptional Trains ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଚୟନ କରନ୍ତୁ।

– ବାତିଲ, ପୁନଃ ନିର୍ଦ୍ଧାରିତ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ।

ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନଗୁଡିକ ବାତିଲ ରହିବ

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ

A. 08431/08432 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

B. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

C. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

D. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍

08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ମାସ 30 ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

Categories
PIB_NEWS ଆଜିର ଖବର ଜାତୀୟ ଖବର

ପାସେଞ୍ଜରମାନଙ୍କ ପାଇଁ ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା,କରୋନା ପାଇଁ ବାତିଲ ହେଲା ଏହି ଟ୍ରେନ

ଭୁବନେଶ୍ବର: କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନ ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା

ସେପ୍ଟେମ୍ବର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ

1. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

2. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

3. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

4. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

5. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ୨୨ ତାରିଖ ପର‌୍ୟ୍ୟନ୍ତ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ଯାତ୍ରୀମାନଙ୍କ ପାଇଁ ବଡ ସୂଚନା, ବାତିଲ ହେଲା ନଅ’ଟି ପାସେଞ୍ଜର ସହ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ବର, କୋଭିଡ୧୯ ମହାମାରୀ ସମୟରେ କେତେକ ଟ୍ରେନରେ କମ ଯାତ୍ରୀଙ୍କ ଉପସ୍ଥିତି ଦେଖି କେତେକ ଟ୍ରେନକୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ନିଷ୍ପତି ଅନୁସାରେ ବାତିଲ ହୋଇଥିବା ଟ୍ରେନଗୁଡିକ ହେଲା

ଶନିବାର ଓ ରବିବାର ଦିନମାନଙ୍କରେ ବାତିଲ୍ ହେଉଥିବା ଟ୍ରେନ

କ- ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ

ଖ- ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ଼-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ ସ୍ବତନ୍ତ୍ର ଟ୍ରେନ

ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ

କ- ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

ଖ. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ଗ. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

ଘ. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

ଙ. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ସେପ୍ଟେମ୍ବର ପହିଲା ଠାରୁ ୧୫ ତାରିଖ ପର‌୍ୟ୍ୟନ୍ତ ଉଭୟ ଦିଗକୁ ଶନିବାର ଏବଂ ରବିବାର ଦିନ ମାନଙ୍କ ବ୍ୟତୀତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ବାତିଲ୍ ରହିବ ଏବଂ ଉଭୟ ଦିଗରୁ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ।

ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ ପୁନଃ ଚଳାଚଳ

୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନର ସେବା ଉଭୟ ଦିଗରୁ ସେପ୍ଟେମ୍ବର ମାସ ପହିଲା ଠାରୁ ଉଭୟ ପାର୍ଶ୍ୱରୁ ପରବର୍ତ୍ତୀ ପରାମର୍ଶ ପର‌୍ୟ୍ୟନ୍ତ ଚଳାଚଳ କରିବ। କୋଭିଡି ୧୯ ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନର ସେବାକୁ ହ୍ରାସ କରାଯାଇଥିଲା

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରେଳ ଚଳାଚଳ ସଂପର୍କରେ ବଡ ଖବର, କରୋନା ପାଇଁ ବାତିଲ ହେଲା 14ଟି ଗୁରୁତ୍ବପୂର୍ଣ୍ଣ ଟ୍ରେନ

ଭୁବନେଶ୍ବର, କୋଭିଡ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନ ମାନଙ୍କରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଅନୁଯାୟୀ ନିମ୍ନରେ ଉଲ୍ଲେଖ କରାଯାଇଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡିକୁ ବାତିଲ୍ ଏବଂ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅଗଷ୍ଟ ମାସ ୯ ରୁ ୨୨ ତାରିଖ ମଧ୍ୟରେ ବାତିଲ ହେବାକୁଥିବା ଟ୍ରେନ୍

1. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ୍

2. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍

3. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୍

4. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୍

5. ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ୍

6. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ୍

ଶନିବାର ଓ ରବିବାର ଦିନମାନଙ୍କରେ ବାତିଲ ହେବାକୁ ଥିବା ଟ୍ରେନ୍

1. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ, ୨୦୨୧)

2. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ, ୨୦୨୧)

3. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ (୧୪ ଓ ୧୫ ଏବଂ ୨୧ ଓ ୨୨ ଅଗଷ୍ଟ, ୨୦୨୧)

4. ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ୍ (୨୧ ଓ ୨୨ ଅଗଷ୍ଟ, ୨୦୨୧)

5. ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ୍ (୨୧ ଓ ୨୨ ଅଗଷ୍ଟ, ୨୦୨୧)

ନିର୍ଦ୍ଦିଷ୍ଟ ଦିନରେ ଟ୍ରେନ୍ ର ବାତିଲ୍

1. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ବିଶେଷ ଟ୍ରେନ୍ ୯ ରୁ ୧୫ ଅଗଷ୍ଟ ପର‌୍ୟ୍ୟନ୍ତ ଏବଂ ୨୧ ଓ ୨୨ ଅଗଷ୍ଟ ୨୦୨୧ ରେ ବାତିଲ ରହିବ।

2. ପୁରୀ-ଅନୁଗୁଳ ସ୍ପେସିଆଲ୍ ଆଂଶିକ ବାତିଲ୍ ରହିବ

3. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ ଟ୍ରେନ ଉଭୟ ପାର୍ଶ୍ୱରୁ ୯ ରୁ ୨୦ ଅଗଷ୍ଟ, ୨୦୨୧ ମଧ୍ୟରେ (ଶନିବାର ଓ ରବିବାର ବାତିଲ୍ ବ୍ୟତୀତ) ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

BREAKING: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ. କରୋନା ପାଇଁ ବାତିଲ ହେବ ଏକାଥରେ ୨୦ଟି ଟ୍ରେନ

ଭୁବନେଶ୍ବର, କୋଭିଡ଼୧୯  ସକର।ତ୍ମକ ମ।ମଲ।ଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳ। ଭ।ଙ୍ଗିବ। ଏବଂ ଖର।ପ ପୃଷ୍ଠପୋଷକତ। ପ।ଇଁ ଉଭୟ ଦିଗରୁ ୨୦ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଟ୍ରେନ୍ ଚଳ।ଚଳ ବ।ତିଲ, ଆଂଶିକ ବ।ତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମ।ନଙ୍କରେ ଚଳ।ଚଳ କରିବ।କୁ ନିଷ୍ପତ୍ତି ନିଆଯ।ଇଛି ।

ଜୁନ ୧୧ ତ।ରିଖ ଠ।ରୁ ୨୦ ତ।ରିଖ ମଧ୍ୟରେ ବ।ତିଲ ହେଉଥିବ। ଟ୍ରେନ

୦୧. ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲ।ଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ

୦୩. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୪. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୫. ୦୮୪୬୧/୦୮୪୬୨ କଟକ-ପ।ର।ଦୀପ-କଟକ ବିଶେଷ ଟ୍ରେନ

୦୬. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୧୭ ଏବଂ ୧୮ ଜୁନ୍ ବ୍ୟତୀତ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ବ।ତିଲ ହେଉଥିବ। ବିଶେଷ ଟ୍ରେନ

୦୧. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

୦୨. ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

୦୩. ୦୮୪୩୩/୦୮୪୩୪ ଭୁବନେଶ୍ୱର-ପ।ଲ।ସ।-ଭୁବନେଶ୍ୱର ବିଶେଷ ଟ୍ରେନ

୦୪. ୦୨୮୯୨/୦୨୮୯୧ ଭୁବନେଶ୍ୱର-ବ।ଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ

ଭୁବନେଶ୍ୱର ଠ।ରୁ ଜୁନ ୧୭ ଓ ୧୮ ତ।ରିଖ ବ୍ୟତୀତ ଜୁନ ୧୦ ରୁ ୨୦ ତ।ରିଖ ପର୍ଯ୍ୟନ୍ତ ଏବଂ ବ।ଙ୍ଗିରିପୋଷି ଠ।ରୁ ଜୁନ ୧୮ ଓ ୧୯ ତ।ରିଖ ବ୍ୟତୀତ ଜୁନ ୧୧ ରୁ ୨୧ ତ।ରିଖ ପର୍ଯ୍ୟନ୍ତ ବ।ତିଲ ରହିବ ।

୧୧ ରୁ ୨୧ ଜୁନ୍, ୨୦୨୧ ମଧ୍ୟରେ ନିର୍ଦ୍ଧିଷ୍ଟ ଦିନମ।ନଙ୍କରେ ବ।ତିଲ ହେଉଥିବ। ବିଶେଷ ଟ୍ରେନ

  • ୦୮୫୨୮/୦୮୫୨୭ ବିଶ।ଖ।ପ।ଟନମ୍-ର।ୟପୁର-ବିଶ।ଖ।ପ।ଟନମ୍ ସ୍ପେସ।ଲ୍ ବିଶ।ଖ।ପ।ଟନମ୍ ରୁ ୧୧ ରୁ ୨୦ ଜୁନ୍ ଏବଂ ର।ୟପୁରରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୮୫୧୫/୦୮୫୧୬ ବିଶ।ଖ।ପ।ଟନମ୍-କିରନ୍ଦୁଲ-ବିଶ।ଖ।ପ।ଟନମ୍ ସ୍ପେସ।ଲ୍ ବିଶ।ଖ।ପ।ଟନମ୍ ଠ।ରୁ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶ।ଲ ଭୁବନେଶ୍ୱର ଠ।ରୁ ୧୧ ରୁ ୨୦ ଜୁନ୍ ଏବଂ ଜଗଦଲପୁରରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୮୫୬୧/୦୮୫୬୨ ବିଶ।ଖ।ପ।ଟନମ୍-କ।ଚେଗୁଡ।-ବିଶ।ଖ।ପ।ଟନମ୍ ସ୍ପେଶ।ଲ୍ ବିଶ।ଖ।ପ।ଟନମ୍ ରୁ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଏବଂ କ।ଚେଗୁଡ। ଠ।ରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୭୪୮୮/୦୭୪୮୭ ବିଶ।ଖ।ପ।ଟନମ୍-କଡପ।-ବିଶ।ଖ।ପ।ଟନମ୍ ସ୍ପେଶ।ଲ୍ ବିଶ।ଖ।ପ।ଟଣ। ଠ।ରୁ ୧୧ ରୁ ୨୦ ଜୁନ୍ ଏବଂ କଡପ। ଠ।ରୁ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ।
  • ୦୨୮୩୧/୦୨୮୩୨ ବିଶ।ଖ।ପ।ଟନମ୍-ଲିଙ୍ଗମପଲ୍ଲୀ-ବିଶ।ଖ।ପ।ଟନମ୍ ସ୍ପେଶ।ଲ୍ ଜୁନ ୧୧ ରୁ ୨୦ ତ।ରିଖ ପର୍ଯ୍ୟନ୍ତ ବିଶ।ଖ।ପ।ଟନମ୍ ରୁ ଏବଂ ୧୨ ରୁ ୨୧ ଜୁନ୍, ୨୦୨୧ ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠ।ରୁ ବ।ତିଲ ରହିବ ।

ଜୁନ୍ ୧୨-୧୩ ଏବଂ ୧୯-୨୦ ତ।ରିଖ (ଶନିବ।ର ଏବଂ ରବିବ।ର) ବ।ତିଲ୍ ହେଉଥିବ। ବିଶେଷ ଟ୍ରେନ

  • ୦୮୩୦୧/୦୮୩୦୨ ସମ୍ବଲପୁର-ର।ୟଗଡ।-ସମ୍ବଲପୁର ବିଶେଷ ଟ୍ରେନ ।

ଆଂଶିକ ବ।ତିଲ୍ ହେଉଥିବ। ଟ୍ରେନ

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶ।ଲ୍ ୧୭ ଏବଂ ୧୮ ଜୁନ୍, ୨୦୨୧ ଦିନ ପୁରୀ ଏବଂ ତ।ଳଚେର ମଧ୍ୟରେ ଚଳ।ଚଳ କରିବ ଏବଂ ଉଭୟ ଦିଗରୁ ତ।ଳଚେର ଓ ଅନୁଗୁଳ ମଧ୍ୟରେ ବ।ତିଲ ରହିବ ।

୦୮୩୦୧/୦୮୩୦୨ ସମ୍ବଲପୁର-ର।ୟଗଡ।-ସମ୍ବଲପୁର ବିଶେଷ ଟ୍ରେନ ୧୧ ଜୁନ୍ ଏବଂ ୧୪-୧୮ ଜୁନ୍ ୨୦୨୧ ମଧ୍ୟରେ ସମ୍ବଲପୁର ଓ ଟିଟିଲ।ଗଡ଼ ମଧ୍ୟରେ ଚଳ।ଚଳ କରିବ ଓ ଟିଟିଲ।ଗଡ଼ ଓ ର।ୟଗଡ। ମଧ୍ୟରେ ଉଭୟ ପ।ର୍ଶ୍ୱରୁ ବ।ତିଲ ରହିବ ।

୦୨୦୯୭/୦୨୦୯୮ ଭୁବନେଶ୍ୱର-ଜୁନ।ଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ୧୧ ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଭୁବନେଶ୍ୱର ଠ।ରୁ ଏବଂ ୧୨ ରୁ ୨୧ ଜୁନ୍, ୨୦୧୧ ପର୍ଯ୍ୟନ୍ତ ଜୁନ।ଗଡ଼ ରୋଡ଼ ଠ।ରୁ ଉଭୟ ପ।ର୍ଶ୍ୱରୁ ଭୁବନେଶ୍ୱର ଓ ର।ୟଗଡ। ମଧ୍ୟରେ ଚଳ।ଚଳ କରିବ ଏବଂ ର।ୟଗଡ। ଠ।ରୁ ଜୁନ।ଗଡ଼ ରୋଡ଼ ମଧ୍ୟରେ ବ।ତିଲ ରହିବ ।

ର।ତ୍ରି ୮ଘଟିକ। ପର୍ଯ୍ୟନ୍ତ ଯ।ତ୍ରୀ ସଂରକ୍ଷଣ ପ୍ରଣ।ଳୀ (ପିଆରଏସ) କ।ଉଣ୍ଟର ଖୋଲ। ରହିବ

କୋଭିଡ଼୧୯ ସଙ୍କଟ ସମୟରେ ପ୍ରତିଷେଧକ ବ୍ୟବସ୍ଥ।କୁ ଦୃଷ୍ଟିରେ ରଖି ଲକଡ।ଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ପରିସୀମ। ମଧ୍ୟରେ ର।ତ୍ରି ୮ ଘଟିକ। ପର୍ଯ୍ୟନ୍ତ ଯ।ତ୍ରୀ ସଂରକ୍ଷଣ ପ୍ରଣ।ଳୀ (ପିଆରଏସ) କ।ଉଣ୍ଟର ଖୋଲ। ରଖିବ।କୁ ରେଳବ।ଇ ପକ୍ଷରୁ ନିଷ୍ପତ୍ତି ନିଆଯ।ଇଅଛି ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କରୋନା ପାଇଁ ଜୁନ 1 ତାରିଖରୁ ବାତିଲ ହେବ ଏକାଥରେ 23 ଟି ଟ୍ରେନ, ଜାଣନ୍ତୁ କେଉଁଗୁଡିକ

ଭୁବନେଶ୍ବର, କୋଭିଡ଼୧୯ ସକରାତ୍ମକ ମାମଲାଗୁଡ଼ିକର ବୃଦ୍ଧି ଓ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଖରାପ ପୃଷ୍ଠପୋଷକତା ପାଇଁ ଉଭୟ ଦିଗରୁ 10 ଜୁନ୍, 2021 ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବାତିଲ, ଆଂଶିକ ବାତିଲ ଏବଂ ନିର୍ଦ୍ଧିଷ୍ଟ ଦିନ ମାନଙ୍କରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଜୁନ ପହିଲା ଠାରୁ ୧୦ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ

01. 08456/08455 ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ପେଶାଲ୍ବିଶେଷ ଟ୍ରେନ

02. 08412/08411 ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

03. 08438/08437 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

04. 08461/08462 କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

05. 08454/08453 କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

06. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ

ଜୁନ ପହିଲା ଠାରୁ ୧୧ ତାରିଖ ମଧ୍ୟରେ ବାତିଲ ହେଉଥିବା ଟ୍ରେନ

● 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ 1 ରୁ 10 ଜୁନ୍ ଏବଂ ରାୟପୁରରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 08445/08446 ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 08515/08516 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 08561/08562 ବିଶାଖାପାଟନମ୍-କାଚେଗୁଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଏବଂ କାଚେଗୁଡା ଠାରୁ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ।

● 02882/02881 ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ଜୁନ ପହିଲା ଓ ୮ ତାରିଖ ଦିନ ଏବଂ ପୁଣେରୁ 3 ଏବଂ 10 ଜୁନ୍, 2021 ତାରିଖ ଦିନ ।

● 02882/02881 ପୁରୀ-ଏଲଟିଟି-ପୁରୀ ବିଶେଷ ଟ୍ରେନ ଜୁନ ପହିଲା ଓ ୮ ତାରିଖ ଦିନ ପୁରୀରୁ ଏବଂ 3 ଏବଂ 10 ଜୁନ୍, 2021 ରେ ଏଲଟିଟି ରୁ ବାତିଲ ରହିବ ।

● 02880/02879 ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ସ୍ପେଶାଲ୍ 31 ମଇ ଏବଂ 3, 7, 10 ଜୁନ୍ ଦିନ ଭୁବନେଶ୍ୱର ଠାରୁ ଏବଂ 2, 5, 9 ଏବଂ 12 ଜୁନ୍, ୨୦୧୧ ତାରିଖ ଦିନ ଏଲଟିଟି ଠାରୁ ବାତିଲ ରହିବ।

● 07488/07487 ବିଶାଖାପାଟନମ୍-କଡପା-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ଠାରୁ ଏବଂ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ କଡପା ଠାରୁ ବାତିଲ ରହିବ।

● 02831/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ସ୍ପେଶାଲ୍ ଜୁନ ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶାଖାପାଟନମ୍ ରୁ ଏବଂ 2 ରୁ 11 ଜୁନ୍, 2021 ପର୍ଯ୍ୟନ୍ତ ଲିଙ୍ଗମପଲ୍ଲୀ ଠାରୁ ବାତିଲ ରହିବ।

ଜୁନ୍ 5 ଏବଂ 6 ତାରିଖ (ଶନିବାର ଏବଂ ରବିବାର) ବାତିଲ୍ ହେଉଥିବା ବିଶେଷ ଟ୍ରେନ

A. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

B. 08432/08431 ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

C. 08433/08434 ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ

D. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ

E. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ

ଆଂଶିକ ବାତିଲ୍ ହେଉଥିବା ଟ୍ରେନ

01. 08428/08427 ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ୍ 1 ରୁ 4 ଜୁନ ଏବଂ 7 ରୁ 10 ଜୁନ୍, 2021 ମଧ୍ୟରେ ପୁରୀ ଏବଂ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ଉଭୟ ଦିଗରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ।

02 . 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ବିଶେଷ ଟ୍ରେନ 1 ରୁ 4 ଜୁନ ଏବଂ 7 ରୁ 10 ଜୁନ୍, 2021 ମଧ୍ୟରେ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ ଓ ଟିଟିଲାଗଡ଼ ଓ ରାୟଗଡା ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

03 . 02097/02098 ଭୁବନେଶ୍ୱର-ଜୁନାଗଡ଼ ରୋଡ଼-ଭୁବନେଶ୍ୱର ବିଶେଷ ଟ୍ରେନ ଜୁନ ପହିଲା ଠାରୁ ୧୦ ତାରିଖ ମଧ୍ୟରେ ଭୁବନେଶ୍ୱର ଠାରୁ ଏବଂ ଜୁନ ୨ ରୁ ୧୧ ତାରିଖ ମଧ୍ୟରେ ଜୁନାଗଡ଼ ରୋଡ଼ ଠାରୁ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଓ ରାୟଗଡା ମଧ୍ୟରେ ଚଳାଚଳ କରିବ ଏବଂ ରାୟଗଡା ଠାରୁ ଜୁନାଗଡ଼ ରୋଡ଼ ମଧ୍ୟରେ ବାତିଲ ରହିବ।

ରାଜଧାନୀ ବିଶେଷ ଟ୍ରେନ ସପ୍ତାହରେ ଦୁଇଦିନ ଚଳାଚଳ କରିବ

02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ଟାଟା ଜୁନ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରୁ ପ୍ରତି ମଙ୍ଗଳବାର ଦିନ ଛାଡିବ ଏବଂ ଅନ୍ୟ ଦିନ ମାନଙ୍କରେ ବାତିଲ ରହିବ। 02824 ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ଟାଟା ନୂଆ ଦିଲ୍ଲୀ ଠାରୁ ପ୍ରତି ବୁଧବାର ଦିନ ଛାଡିବ ଏବଂ ଅବଶିଷ୍ଟ ଦିନଗୁଡିକ 10 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ୍ ରହିବ।

02825/02826 ଭୁବନେଶ୍ୱରରୁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ଆଦ୍ରI ରବିବାର ଦିନ ଭୁବନେଶ୍ୱର ରୁ ଏବଂ ସୋମବାର ଦିନ ନୂଆଦିଲ୍ଲୀରୁ ଚଳାଚଳ କରିବ | ଏହି ଟ୍ରେନ୍ 2 ଏବଂ 9 ଜୁନ୍ ଭୁବନେଶ୍ୱରରୁ ଏବଂ 4 ଏବଂ 11 ଜୁନ୍, 2021 ରେ ନୂଆଦିଲ୍ଲୀରୁ ବାତିଲ ହୋଇ ରହିବ।

02855/02856 ଭୁବନେଶ୍ୱରରୁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଏକ୍ସପ୍ରେସ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା 5 ଜୁନ୍, 2021 ରେ ଭୁବନେଶ୍ୱରରୁ ଏବଂ 6 ଜୁନ୍, 2021 ରେ ନୂଆଦିଲ୍ଲୀରୁ ବାତିଲ ରହିବ।

 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, କରୋନା ପାଇଁ ବାତିଲ ହେଲା 10ଟି ଟ୍ରେନ

ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା  ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା କେତେକ ଦୂରଗାମୀ ଟ୍ରେନ ସହିତ ସ୍ଥାନୀୟ MEMU ଏବଂ ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଯେଉଁ ଟ୍ରେନ ବାତିଲ ପାଇଁ ନିଷ୍ପତି ନିଆଯାଇଛି ସେଗୁଡିକ ହେଲା..

ଭୁବନେଶ୍ୱରରୁ ନୂଆଦିଲ୍ଲୀ କୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମଇ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତ୍ତେ ଦୁଇଦିନ ଚଳାଚଳ କରିବ।

● 02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ମାନଙ୍କରେ ନୂଆଦିଲ୍ଲୀ ଯାତ୍ରା କରିବ | ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ।

ଫେରିବା ମାର୍ଗରେ 02824 ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ ମାସ ୨୨ ତାରିଖ ଠାରୁ ଜୁନ ମାସ ପହିଲା ମଧ୍ୟରେ କେବଳ ବୁଧବାର ମାନଙ୍କରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବ। ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ନୂଆ ଦିଲ୍ଲୀ ଠାରୁ ଭୁବନେଶ୍ୱରକୁ ବାତିଲ ରହିବ।

● 02825/02826 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେଶାଲ ଭାୟା ଆଦ୍ରI ଭୁବନେଶ୍ୱର ଠାରୁ କେବଳ ରବିବାର ଦିନ ଏବଂ ନୂଆ ଦିଲ୍ଲୀରୁ କେବଳ ସୋମବାର ଦିନ ଚଳାଚଳ କରିବ। ଏହି ଟ୍ରେନ୍ 26 ମଇ ଦିନ ଭୁବନେଶ୍ୱରରୁ ଏବଂ 28 ମଇ 2021 ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।

● 02855/02856 ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ମଇ ମାସ 22 ଓ 29 ତାରିଖ ଦିନ ଭୁବନେଶ୍ୱରରୁ ଏବଂ ମଇ ମାସ 23 ଓ 30 ତାରିଖ ଦିନ ନୂଆଦିଲ୍ଲୀରୁ ବାତିଲ ରହିବ।

ଏହା ବ୍ୟତୀତ ଅନ୍ୟ ଟ୍ରେନ ଗୁଡିକ ହେଲା …

A. 02882/02881 ଭୁବନେଶ୍ୱର-ପୁଣେ-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 25 ମଇରେ ଏବଂ ପୁଣେରୁ 27 ମଇ, 2021 ରେ ବାତିଲ୍ ରହିବ।

B. 02097/02098 ଭୁବନେଶ୍ୱର-ଜୁନାଗଡ଼ ରୋଡ୍-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 21 ରୁ 31 ମଇ ମଧ୍ୟରେ ଏବଂ ଜୁନାଗଡ଼ ରୋଡ୍ ଠାରୁ 22 ମଇରୁ 1 ଜୁନ୍, 2021 ମଧ୍ୟରେ ବାତିଲ୍ ରହିବ।

C. 08433/08434 ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ସ୍ପେଶାଲ୍ ଭୁବନେଶ୍ୱରରୁ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

D. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ପେଶାଲ୍ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

E. 02892/02891 ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ 21 ରୁ 31 ମେ ପର୍ଯ୍ୟନ୍ତ ଏବଂ ବାଙ୍ଗିରିପୋସିରୁ 22 ମଇରୁ 1 ଜୁନ୍, 2021 ପର୍ଯ୍ୟନ୍ତ ବାତିଲ ରହିବ।

F. 08493/08494 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ୍ ଉଭୟ ପାର୍ଶ୍ୱରୁ 21 ମଇରୁ 31 ମଇ, 2021 ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ୍ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୈନିକ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା, ବାତିଲ ହେଲା ୬ ଟି ଟ୍ରେନ

ଭୁବନେଶ୍ବର, ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବା ସହିତ କମ ପୃଷ୍ଠପୋଷକତା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୨୩ ତାରିଖ ପର୍ୟ୍ୟନ୍ତ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଟ୍ରେନ୍ ଗୁଡିକ ହେଲା –

୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେନ

୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

ଏହା ବ୍ୟତୀତ, ତିନିଟି ସ୍ଥାନୀୟ ପାସେଞ୍ଜର ଏବଂ ମେମୁ ବିଶେଷ ଟ୍ରେନ୍ ୧୪ ମଇ ୨୦୨୧ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ। ଏହି ଟ୍ରେନ୍ ଗୁଡିକ ହେଉଛି

୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ

୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ

୦୮୪୩୩/୦୮୪୩୪ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ବିଶେଷ ଟ୍ରେନ

ସେହିଭଳି, ତିନି ଯୋଡି ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ ତାରିଖ ଅନୁଯାୟୀ ଆଂଶିକ ବାତିଲ୍ ରହିବ। ଏହି ଟ୍ରେନ ଗୁଡିକ ହେଲା

୦୧. ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ପେଶାଲ ୧୩, ୧୭ ଏବଂ ୨୨ ମଇ, ୨୦୨୧ ତାରିଖ ଦିନ ଉଭୟ ଦିଗରୁ ପୁରୀ ଓ ତାଳଚେର ମଧ୍ୟରେ ଚଳାଚଳ କରିବ ଏବଂ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ।

୦୨ . ୦୨୦୯୭/୦୨୦୯୮ ଭୁବନେଶ୍ୱର-ଜୁନାଗଡ଼ ରୋଡ-ଭୁବନେଶ୍ୱର ସ୍ପେଶାଲ ଭୁବନେଶ୍ୱର ଠାରୁ ୧୩ ରୁ ୨୨ ମେ ମଧ୍ୟରେ ଏବଂ ଜୁନାଗଡ଼ ରୋଡ଼ ଠାରୁ ୧୪ ରୁ ୨୩ ମଇ ମଧ୍ୟରେ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରାୟାଗଡା ମଧ୍ୟରେ ଚଳାଚଳ କରିବ ଏବଂ ରାୟାଗଡା ଏବଂ ଜୁନାଗଡ଼ ରୋଡ ମଧ୍ୟରେ ବାତିଲ ରହିବ।

୦୩. ୦୮୩୦୧/୦୮୩୦୨ ସମ୍ବଲପୁର-ରାୟାଗଡା-ସମ୍ବଲପୁର ସ୍ପେଶାଲ୍ ୧୩ ରୁ ୨୩ ମଇ, ୨୦୨୧ ମଧ୍ୟରେ ଉଭୟ ପାର୍ଶ୍ୱରୁ ସମ୍ବଲପୁର ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ ଟିଟିଲାଗଡ ଏବଂ ରାୟାଗଡା ମଧ୍ୟରେ ବାତିଲ ରହିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦୈନିକ ଯାତାୟତ କରୁଥିବା ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କରୋନା ପାଇଁ ବାତିଲ ହେଲା 6 ଟା ଟ୍ରେନ

ଭୁବନେଶ୍ବର,  ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏବଂ କୋଭିଡ଼୧୯ ସଂକ୍ରମଣ ମାମଲା ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତା ମଇ ମାସ ୧୦ ଓ ୧୧ ତାରିଖ (ସୋମବାର ଓ ମଙ୍ଗଳବାର) ଦିନ ୦୬ ଯୋଡ଼ା ସ୍ଥାନୀୟ ପସେଞ୍ଜର ଏବଂ ମେମୁ ଟ୍ରେନକୁ ଉଭୟ ଦିଗରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଲା –

୦୧. ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼ -ଭୁବନେଶ୍ୱର ବିଶେଷ ଟ୍ରେ

୦୨. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ

୦୩. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୪. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ

୦୫. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ

୦୬. ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ତିନୋଟି ସ୍ୱତନ୍ତ୍ର ଟ୍ରେନ ହେଲା ବାତିଲ

ଭୁବନେଶ୍ବର, କୋଭିଡ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ୍କୁ ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି –

ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ବିଶେଷ ଟ୍ରେନ

୦୮୫୦୮/୦୮୫୦୭ ବିଶାଖାପାଟନମ୍-ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ୍ ଏବଂ ରାୟାଗଡା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ କରାଯାଇଅଛି।

ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ

୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ଉଭୟ ଦିଗରୁ ୩୦ ଏପ୍ରିଲ, ୨୦୨୧ ଠାରୁ ବାତିଲ ରହିବ।

ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ବିଶେଷ

୦୮୫୩୨/୦୮୫୩୧ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ ୩୦ ଏପ୍ରିଲ୍ ଏବଂ ପଲାସା ଠାରୁ ୧ ମଇ, ୨୦୨୧ ଠାରୁ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଖୋର୍ଦ୍ଧାରୋଡ ଅନ୍ତର୍ଗତ ଷ୍ଟେସନରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ଦୁଇଟି ଟ୍ରେନ ବାତିଲ

ଭୁବନେଶ୍ବର, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଦୁଇଦିନ ନିମନ୍ତେ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ନିମ୍ନମତେ ବାତିଲ ରହିବ

୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ଏବଂ ୦୮୩୦୩/୦୮୩୦୪ ସମ୍ବଲପୁର-ପୁରୀ-ସମ୍ବଲପୁର ବିଶେଷ ଟ୍ରେନ ଏପ୍ରିଲ ମାସ ୨୭ ଓ ୨୮ ତାରିଖ ଦିନ ବାତିଲ ରହିବାକୁ ସ୍ଥିର କରାଯାଇଅଛି।