ଜାତୀୟ ଖବର ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥା: ଆନ୍ତର୍ଜାତୀୟ ରାଜନୀତିର ନୂଆ ପରିଦୃଶ୍ୟ ଡ଼ଃ ପ୍ରବୀଣ କୁମାର ସାହୁ ବର୍ତ୍ତମାନ ବିଶ୍ୱ ରାଜନୀତି ଏକ ଗୁରୁତ୍ୱପୂର୍ଣ୍ଣ ଓ ପରିବର୍ତ୍ତନଶୀଳ ପର୍ଯ୍ୟାୟ ମଧ୍ୟରେ ଅଛି। ଗତ କିଛି ବର୍ଷ ଧରି ଆନ୍ତର୍ଜାତୀୟ ପରିସ୍ଥିତିରେ…