ଆଜିର ଖବର ରଘୁବର ଦାସଙ୍କ ସ୍ଥାନରେ ଡାଃ ହରିବାବୁ କମ୍ଭମପତି ହେଲେ ଓଡିଶାର ନୂଆ ରାଜ୍ୟପାଳ ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟପାଳଙ୍କ ବଦଳି ହୋଇଛି। ଏବେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଡାଃ ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ସ୍ଥାନରେ ଓଡିଶାର ରାଜ୍ୟପାଳ…