ଜୀବନ ଶୈଳୀ ହଠାତ୍ ବିଦେଶ ଯିବାକୁ ପଡ଼ିଲେ କଣ କରିବେ? ମାତ୍ର ୧ରୁ ୩ ଦିନରେ ପାଇପାରିବେ ପାସପୋର୍ଟ, ଜାଣନ୍ତୁ ପ୍ରକ୍ରିୟା ଭୁବନେଶ୍ଵର: ବିଦେଶରେ ଚାକିରି, ଉଚ୍ଚଶିକ୍ଷା, ଜରୁରୀ ଚିକିତ୍ସା କିମ୍ବା ପାରିବାରିକ କାରଣରୁ ହଠାତ୍ ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। କିନ୍ତୁ ସେତେବେଳେ ପାସପୋର୍ଟ ନଥିଲେ ଅନେକେ ଚିନ୍ତାରେ…