ଅନ୍ତରାଷ୍ଟ୍ରୀୟ କାଶ୍ମୀର ପ୍ରସଙ୍ଗରେ ତାଲିବାନ ରଖିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କଣ କହିଲେ ଜାବିହୁଲ୍ଲା ମୁଜାହିଦ୍ ନୂଆଦିଲ୍ଲୀ: ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛି। ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ସମ୍ପର୍କ…