ରାଜ୍ୟ ଖବର ଦାରୁ ପ୍ରାପ୍ତି ସ୍ଥାନରେ ରଥଯାତ୍ରା ଉତ୍ସବ ଶେଷ ଖୋର୍ଦ୍ଧା: ଦାରୁପ୍ରାପ୍ତି ସ୍ଥାନ ଖୋର୍ଦ୍ଧା ଦଧିମାଛ ଗାଡ଼ିଆରେ ରଥଯାତ୍ରା ଉତ୍ସବ ଶେଷ ହୋଇଛି। ରଥରେ ନୀତି ପୂଜା ବିଦ୍ଧି ଅନୁଯାୟୀ ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଓ…